ଏକା ତୋ ଭକତ ଜୀବନ || Eka to bhakata jibana || ଓଡ଼ିଆ ଶ୍ରୀ ଜଗନ୍ନାଥ ଭଜନ

8 days ago
4

Singer- Umakant Mishra
ଏକା ତୋ ଭକତ ଜୀବନ
Eka to bhakata jibana
Written by- Salabega
Type- Sri Jagannath Bhajan
ଓଡ଼ିଆ ଶ୍ରୀ ଜଗନ୍ନାଥ ଭଜନ ଓ ଭକ୍ତି ଗୀତ
Singer in the Video- Umakant Mishra
This is a very old devotional song of Sri Jagannath in odia language
Sung by many popular artists in past
Key word- Jagannath Janana, Bhajan, Prayer, Odia Bhaktigita, Devotional song,
Lyrics of the song:
ଏକା ତୋ ଭକତ ଜୀବନ, ଏକା ତୋ ଭକତ ଜୀବନ
ଭକତ ନିମନ୍ତେ ତୋର ଶଙ୍ଖଚକ୍ର ଚିହ୍ନ, ଶଙ୍ଖଚକ୍ର ଚିହ୍ନ
ଏକା ତୋ ଭକତ ଜୀବନ

ଭକତ ତୋ ମାତାପିତା, ଭକତ ତୋ ବନ୍ଧୁ
ଭକତ ହିତରେ ତୋର ନାମ କୃପାସିନ୍ଧୁ, ନାମ କୃପାସିନ୍ଧୁ
ଏକା ତୋ ଭକତ ଜୀବନ

ଧେନୁ ପଛେପଛେ ବତ୍ସା, ଗମେ କ୍ଷୀର ଲୋଭେ
ଭକତ ପଛରେ ତୁହି, ଥାଉ ସେହି ଭାବେ, ଥାଉ ସେହି ଭାବେ
ଏକା ତୋ ଭକତ ଜୀବନ

କହେ ସାଲବେଗ ହୀନ, ଜାତିରେ ଯବନ
ଶ୍ରୀରଙ୍ଗା ଚରଣ ବିନୁ, ନଜାଣଇ ଆନ, ନଜାଣଇ ଆନ
ଏକା ତୋ ଭକତ ଜୀବନ

Loading comments...