ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି || Deenabandhu Daitari || ଶ୍ରୀ ଜଗନ୍ନାଥ ଭଜନ

5 days ago

Singer- Umakant Mishra
ଲୋକପ୍ରିୟ ଜଗନ୍ନାଥ ଭଜନ –
ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
Deenabandhu Daitari Duhkha nagala Mohari
Written by- Banamali Das ବନମାଳୀ
Type- Sri Jagannath Bhajan
ଓଡ଼ିଆ ଶ୍ରୀ ଜଗନ୍ନାଥ ଭଜନ ଓ ଭକ୍ତି ଗୀତ
Singer in the Video- Umakant Mishra
This is a very old devotional song of Sri Jagannath in Odia language
Sung by many popular Singers in past
Key word- Jagannath Janana, Jagannath Bhajan,
Morning Prayer, Odia Bhajan, Bhakti Sangeeta, Devotional song,
Lyrics of the song:
ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି
ହେଲ କି ନିଷ୍ଠୁର ଚିତ୍ତ ନୀଳାଚଳେ ବିଜେ କରି
ଦୀନବନ୍ଧୁ ଦଇତାରୀ…
ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ
ତା ଡାକକୁ ଚତୁର୍ଭୁଜ, ତା ଡାକକୁ ଚତୁର୍ଭୁଜ
ଶୁଣିଛ ଶ୍ରବଣ ଡେରି
କୁରୁପତି ସଭାସ୍ଥଳେ, ଦ୍ରୌପଦୀ ଆତଙ୍ଗ କାଳେ
କୋଟି ବସ୍ତ୍ର ଦେଇ ହେଳେ, କୋଟି ବସ୍ତ୍ର ଦେଇ ହେଳେ
ଲଜ୍ଜାରୁ କରିଛ ପାରି
ରଖ ବା ନ ରଖ ମୋତେ ଶରଣ ତୋ ପାଦଗତେ
କହେ ବନମାଳୀ ଗୀତେ, କହେ ବନମାଳୀ ଗୀତେ
ବସିଅଛି ଧ୍ୟାନ କରି

Loading comments...