କେଉଁ ନାମ ଧରି ଡାକିବୁ ତୁମକୁ || Keun Nama Dhari || ଓଡ଼ିଆ ଭଜନ ଭକ୍ତି ଗୀତ

19 days ago
1

Keun Nama Dhari Dakibi Tumaku ||
Lyrics of the song:
କେଉଁ ନାମ ଧରି ଡାକିବୁ ତୁମକୁ
ତୁମେଯେ ସର୍ବ ନାମ..

ଆଲୋକ ତୁମକୁ ନପାରେ ଦେଖାଇ
ତୁମେ ଯେ ଦେଖାଅ ତାହାରେ
ତୁମେ ଯେ ବେଢିଛ କୋଟି ବିଶ୍ବର
ସବୁରି ଭିତରେ ବାହାରେ
ସକଳ ପରାଣ ଝୁରଇ ତୁମକୁ
ତୁମେହେ ବିଶ୍ବ ପ୍ରାଣ
କେଉଁ ନାମ ଧରି….

Loading comments...