ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି || Mana Parare ହୃଦୟ ସ୍ପର୍ଶୀ ଶ୍ରୀ ଜଗନ୍ନାଥ ଭଜନ by Umakant Mishra

1 month ago
7

ମନ ପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
ଏଠି ଘୁମୁରିଲେ କି ଲାଭ ପାଇବୁ, ଗଲାଣି ତୋ ପର ଝଡି ମନ ପାରା ରେ
ଶ୍ରୀକ୍ଷେତ୍ରେ ଯିବୁ ଉଡି ଉଡି
Mana Parare, Srikhetre jibu udi udi
ଓଡ଼ିଆ ଶ୍ରୀ ଜଗନ୍ନାଥ ଭଜନ ଓ ଭକ୍ତି ଗୀତ
Lyrics- ରାଧାନାଥ ଦାଶ ?
Original Singer- ଭିକାରୀ ବଳ,
Namita Agrawal and Many other singers
Singer in the video- Umakant Mishra ଉମାକାନ୍ତ ମିଶ୍ର

Loading comments...