ହୃଦୟର ଏଇ ଶୂନ୍ୟତାକୁ || Hrudayara Ehi Sunyataku || Cover- Umakant Mishra

2 months ago
22

ହୃଦୟର ଏଇ ଶୂନ୍ୟତାକୁ, ଚଳଚ୍ଚିତ୍ର - ସମର ସଲିମ୍ ସାଇମନ୍ ସଙ୍ଗୀତ ନିର୍ଦ୍ଦେଶକ - ମୁଶିର କଣ୍ଠଶିଳ୍ପୀ - ଶେଖର ଘୋଷ୍
ହୃଦୟର ଏଇ ଶୂନ୍ୟତାକୁ, ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି , ପ୍ରତିଧ୍ବନି କହେ
ତୁମେ, ତୁମେ, ତୁମେ।

ହୃଦୟର ଏଇ ଶୂନ୍ୟତାକୁ, ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ବନି କହେ
ତୁମେ, ତୁମେ, ତୁମେ।

ତୁମେ ମୋ ମନର ସୀମାରେଖା ଡେଇଁ, ସହଜେ ପାରିଛ ଯାଇ
ତୁମେ ମୋ ମନର ସୀମାରେଖା ଡେଇଁ, ସହଜେ ପାରିଛ ଯାଇ
ହେଲେ ମୋ ପାଦଟି ତୁମ ସ୍ମୃତିରେଖା, ଟପି ଯାଇପାରିନାହିଁ
ହେଲେ ମୋ ପାଦଟି ତୁମ ସ୍ମୃତିରେଖା, ଟପି ଯାଇପାରିନାହିଁ
ଜାଣେନା କାହିଁକି ମୋ ନୀରବତାକୁ, ବିରହ ତୁମରି ନୀତି ଚୂମେ
ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ବନି କହେ
ତୁମେ, ତୁମେ, ତୁମେ।

ଥିଲା କିପରି ଭାବ ପ୍ରବଣତା, ହସୁଛି ମୁଁ ମନେ ମନେ
ଥିଲା କିପରି ଭାବ ପ୍ରବଣତା, ହସୁଛି ମୁଁ ମନେ ମନେ
ତୋଳିବାକୁ ଏକ କୁହୁଡ଼ିର ଘର, ବାହାରିଥିଲି ମୁଁ ଦିନେ
ତୋଳିବାକୁ ଏକ କୁହୁଡ଼ିର ଘର, ବାହାରିଥିଲି ମୁଁ ଦିନେ
ସେ କୁହୁଡି ଘର ଭାଙ୍ଗିଗଲା ଜାଣ, ପ୍ରୀତିର ପ୍ରାଚୀର ଥିଲ ତୁମେ
ପ୍ରତାରଣା କିଏ କାହାକୁ ଦେଇଛି, ପ୍ରତିଧ୍ବନି କହେ
ତୁମେ, ତୁମେ, ତୁମେ।

Loading comments...